ପରିବାର ର ଶକ୍ତି…

ପ୍ରତ୍ୟେକ ମଣିଷ ତା ପରିବାର ର ଏକ ଅଂଶ । ପରିବାର ମଧ୍ୟରେ ରହି ପରିବାରର ସଦସ୍ୟ ଙ୍କ ଗହଣରେ ସେ ସୁରକ୍ଷିତ ଏବଂ ସ୍ନେହପୂର୍ଣ୍ଣ ପରିବେଶ ପାଇଥାଏ । ଦୁଃଖ ହେଉ ବା ସୁଖ ସବୁର ମହନୀୟତା ଅନୁଭବ କରିହୁଏ କେବଳ ପରିବାର ଗହଣରେ ।ଏକୁଟିଆ ରହୁଥିବା ବ୍ୟକ୍ତି ଟିଏ ହିଁ ଅନୁଭବି ପାରେ ପରିବାର ନ

ଆଜି ର ରାଜନୀତି ରେ ମହିଳା…

ନାରୀ ଏମିତି ଏକ ଶବ୍ଦ ଯାହା କି ବିଶ୍ୱ ର କୋଣ ଆଉ ଅନୁକୋଣ ରେ ପ୍ରକମ୍ପିତ।ନାରୀ ବିନା ସମାଜ ର ଅଗ୍ରଗତି ଅସମ୍ଭବ ଏହା ସବୁବେଳେ ପ୍ରମାଣିତ। ତା ସତ୍ୱେ ମଧ୍ୟ ଏବେ ବି ବହୁ ଜାଗା ରେ ନାରୀ ଅବହେଳିତ।ସବୁ କର୍ମ କ୍ଷେତ୍ର କଥା ଯଦି ଦେଖିବା ତାହେଲେ ସେଇ ଜାଗା ରେ ପୁରୁଷ ମାନ ଙ୍କ ସଂଖ୍ୟା ଅଧିକ

ଶ୍ରୀ ଜଗନ୍ନାଥଙ୍କର ସମ୍ପତ୍ତି ଓ ଓଡ଼ିଶାର ଭବିଷ୍ୟତ..

ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କର ସମ୍ପତ୍ତି ଓ ଓଡ଼ିଶାର ଭବିଷ୍ୟତ।ପ୍ରଭୁ ଶ୍ରୀ ଜଗନ୍ନାଥ ଓଡ଼ିଶାର ଆରାଧ୍ୟ ଦେଵତା।ବିଶ୍ୱ ପ୍ରସିଦ୍ଧ। ସେହି ମହାମହାପ୍ରଭୁଙ୍କୁ ଆଶ୍ରା କରି ଗଢି ଉଠିଥିଲା ଅନେକ ମଠ ଓ ଆଶ୍ରମ।କାଳକ୍ରମେ ଅନେକ ଧର୍ମପ୍ରାଣ ଵଦାନ୍ୟ ବ୍ୟକ୍ତି ଙ୍କର ଵଦାନ୍ୟତାରେ ମନ୍ଦିର ,ମଠ ଓ ଆଶ୍ରମ

୨୪ ଏପ୍ରିଲ: ଅମରତ୍ୱ ଦିଗରେ ଶ୍ରୀ ମା ଙ୍କ ଯାତ୍ରା

ଫ୍ରାନ୍ସର ପ୍ୟାରିସ ସହରରେ ଜନ୍ମଲାଭ କରିଥିବା ମୀରା ଆଲ୍ଫସା ଖୁବ୍ ପିଲା ବେଳୁ ଏକ ସ୍ବପ୍ନକୁ ବାରମ୍ବାର ଦେଖି ଆସୁଥିଲେ ଯାହା ଥିଲା ଖୁବ୍ ତାତ୍ପର୍ଯ୍ୟ ପୂର୍ଣ୍ଣ।ସ୍ୱପ୍ନଟି ଥିଲା ଏହିପରି _ବିରାଟ ଏକ ସୁନାର ଗାଉନ ପିନ୍ଧି ସେ ପୃଥିବୀ ର ଖୁବ୍ ଉପରକୁ ଉଠି ଯାଉଛନ୍ତି ଏବଂ ଗାଉନ ଟି ଦୂରକୁ

ବିବାହ ପୂର୍ବର ସମ୍ପର୍କ….

ଆଜିକୁ ଠିକ ସାତଦିନ ରହିଲା ।ଦିନ ପାଖେଇ ଆସୁଛି । ସବୁ କିଣା କିଣି ବି ସରିଛି । ନିର୍ବନ୍ଧ କାମଟା ସରିଗଲେ ବାହାଘର ପାଇଁ ପୁଣି ଅଣ୍ଟା ଭିଡ଼ିବାକୁ ହେବ ।ଗୋଟିଏ ବୋଲି ଭାଇର ବାହାଘର । ଘରର  ଶେଷ ମାଙ୍ଗଳିକ କାମ । ହେଲେ ସେଦିନ ରାତି ପ୍ରାୟ ଦଶଟା ହେବ । ଗୋଟେ ଅଜଣା ଫୋନ ନମ୍ବରରୁ, ଘର

ଉଆଁସୀ କନ୍ୟା

ରାତି ଦୁଇଟା ହେବ । ମୋବାଇଲର ଶବ୍ଦରେ ସୋନାଲିର ନିଦ ଭାଙ୍ଗିଗଲା । ଆଖି ମଳି ମଳି ଦେଖିଲା , ଅଜଣା ନମ୍ବର ।ଚାରି ଚାରିଟି ମିସ କଲ ।ଜରୁରୀ ନହୋଇଥିଲେ କେହି ଏତେ ରାତିରେ ଏମିତି ଫୋନ କରିନଥାନ୍ତା । ସୋନାଲିର ଭାବନାରେ ପୁର୍ଣଛେଦ ପକାଇ ପଞ୍ଚମ ଥର ପାଇଁ ମୋବାଇଲଟି ବାଜି ଉଠିଲା । ସେପଟୁ ଜଣେ

ସୁନ୍ଦର ଓ ସୁସ୍ଥ ବିଶ୍ୱ

ସ୍ୱାସ୍ଥ୍ୟ, ମାନବ ଜୀବନର ସବୁଠାରୁ ମୂଲ୍ୟବାନ ସମ୍ପଦ । ଏହି ବହୁ ମୂଲ୍ୟବାନ ସମ୍ପଦ ବିଷୟରେ ଲୋକଙ୍କ ଧ୍ୟାନ ଆକର୍ଷଣ କରିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନେତୃତ୍ୱ ରେ ପ୍ରତି ବର୍ଷ ଏପ୍ରିଲ ୭ କୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ରୂପେ ପାଳନ କରାଯାଉଛି । ୧୯୪୮ ରେ ଏହି ସଂଗଠନ ର ସ୍ଥାପନା

ପୋଲିସ୍ ଏଫ୍ଆଇଆର୍ ଗ୍ରହଣ ନକଲେ କରିବା କ’ଣ?

ଆମ ସହ କିଛି ଘଟଣା ଘଟୁ କି ପରିବାର ଲୋକ ଙ୍କ ସହ ସର୍ବ ପ୍ରଥମେ ଆମେ ପୋଲିସ୍ ଷ୍ଟେସନ୍ ଯାଇ ଏଫ୍ଆଇଆର୍ ଦେଇଥାଉ। କିନ୍ତୁ ବେଳେ ବେଳେ ଆମ ସାମ୍ନା କୁ ଏପରି ସ୍ଥିତି ଆସିଥାଏ,ପୋଲିସ ଏଫ୍ଆଇଆର୍ ଗ୍ରହଣ କରି ନଥାଏ,ତେବେ ଏଭଳି ଏକ ସ୍ଥିତି ରେ ଆପଣ କରିବେ କ'ଣ ଆସନ୍ତୁ ସବିଶେଷ ରେ ଜାଣିବା…ଆମ ସହ

ଉତ୍କଳ ଗୌରବ “ଉତ୍କଳ ଦିବସ”

ଖ୍ରୀଷ୍ଟ ପୂର୍ବ ୨୬୧ ରେ ମୌର୍ଯ୍ୟ ବଂଶୀ ସମ୍ରାଟ ଅଶୋକଙ୍କ "କଳିଙ୍ଗ ଯୁଦ୍ଧ"ଅତ୍ୟନ୍ତ ହୃଦୟ ବିଦାରକ ଥିଲା। କଳିଙ୍ଗକୁ ମୌର୍ଯ୍ୟ ସାମ୍ରାଜ୍ୟର ଅଧିକାର ଭୁକ୍ତ କରିବାର ଦୁର୍ବାର ଆକାଂକ୍ଷା ତାଙ୍କୁ "ତରବାରୀର ଜୟ ପ୍ରକୃତ ଜୟ ନୁହେଁ,ହୃଦୟର ଜୟ ହିଁ ପ୍ରକୃତ ଜୟ"ର ମହାନ୍ ଶିକ୍ଷା ଦେଇଥିଲା।ଏହି