ଦାୟୀ କିଏ ?

ଥରେ ଜଣେ ବ୍ୟକ୍ତି ଗୋଟିଏ ଭୋଜନାଳୟରେ ମଧ୍ୟାହ୍ନ ଭୋଜନ ପାଇଁ ଖାଇବା ବରାଦ କଲେ l ବ୍ୟକ୍ତି ଜଣକ ତାଙ୍କର ଆବଶ୍ୟକତା ଅନୁଯାୟୀ ଖାଦ୍ୟଗ୍ରହଣ କଲା ପରେ ବଳକା ଖାଦ୍ୟତକ ଥାଳିରେ ଛାଡ଼ି ଯିବାକୁ ଉଦ୍ୟତ ହେଲେ l ହୋଟେଲ ମାଲିକ ଆସି ତାଙ୍କ ରାସ୍ତା ଅବରୋଧ କରି ତାଙ୍କୁ ଥାଳିର ଖାଦ୍ୟ ଶେଷ କରି…

ସଚେତନ କରାଇବ “ସାଥୀ”

ଭୁବନେଶ୍ୱର 23 ଅଗଷ୍ଟ ରେ କଲେଜ ଛାତ୍ରୀ, ଛାତ୍ର ଓ କିଶୋରୀମାନଙ୍କୁ ମାନସିକସ୍ତରରେ ସୁଦୃଢ଼ କରି ସମାଜରେ ଜଣେ ଲେଖାଏଁ ସୁନ୍ଦର ନାଗରିକ ଭାବେ ଗଢ଼ି ତୋଳିବା ଉଦ୍ଦେଶ୍ୟରେ ଏକ ସଚେତନତା ଅଭିଯାନ ଆରମ୍ଭ ହୋଇଛି । ଜିଲ୍ଲା ପ୍ରଶାସନ ସହଯୋଗରେ ସାମାଜିକ ସଂଗଠନ ବିଚାର ଭାରତୀ ଟ୍ରଷ୍ଟ ଦ୍ୱାରା ‘ସାଥୀ’…

ରଥ, ପଥ, ଜଗନ୍ନାଥ 

ପଥ ରହିଅଛି ରଥକୁ ଚାହିଁ, କେବେ ଆସିବେ ମୋ କଳା ଗୋସେଇଁ। ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ, ଜନ୍ମବେଦୀ ଯିବ ଜଗା ଗହଳ ଲଗାଇ। ସଭିଏଁ କୁହନ୍ତି ତୁମକୁ ବିଶ୍ବନିୟନ୍ତା, କିନ୍ତୁ ମୁଁ କୁହେ ତୁମକୁ ସାଧାରଣ ଜନତା। ତୁମର ତ ସବୁ ବଡ଼ ଯେପରିକି ବଡ଼ଦାଣ୍ଡ, ବଡ଼ଦିଅଁ,…

ତମାଖୁ ବର୍ଜନ – ନୂଆ ଜୀବନଦାନ

୧୯୮୭ ରୁ ପ୍ରତିବର୍ଷ ମେ ୩୧ କୁ ବିଶ୍ୱ ତମାଖୁ ବର୍ଜନ ଦିବସ ରୂପେ ପାଳନ କରାଯାଉଛି । ପ୍ରତିବର୍ଷ ପ୍ରାୟ ୬o ଲକ୍ଷ ଲୋକଙ୍କ ମୃତ୍ୟୁ ତମାଖୁ ସେବନ ଦ୍ୱାରା ଘଟୁଥିବାର ତଥ୍ୟ ରହିଛି । ଅନେକ ସଚେତନତା ସତ୍ତ୍ୱେ ଏହାର ପ୍ରଭାବ କାହିଁକି କମୁନାହିଁ, ତାହା ଏକ ପ୍ରଶ୍ନବାଚୀ ସାଜିଛି ।…

ସମ୍ପାଦକୀୟ

କେବେ ତୁମେ ଜାୟା ପୁଣି କେବେ ସାଜ ଜନନୀ, ରାକ୍ଷୀ ବାନ୍ଧି ଗଢ ସମ୍ପର୍କ ହୋଇ ତୁମେ ଭଗିନୀ । ପରକୁ ଆପଣା କରିପାର ତୁମେ ସାଜି ପୁଣି ଘରଣୀ, ନାରୀ ଏକ ରୂପ ତା ଅନେକ ସର୍ବଂସହା ସେ ଚିରବନ୍ଦିନୀ । ନ ଅଇରି ଯାହାର ସେ ହେଉଛି ନାରୀ । ଅର୍ଥାତ୍ ନାରୀର କେହି ଶତ୍ରୁ ନାହାନ୍ତି । ସମାଜର…

ଅଳଙ୍କାରର ପର୍ବ ‘ସୁନାବେଶ’

ଅଳଙ୍କାର ପ୍ରତି କାହାର ବା ଲୋଭ ନଥାଏ। ସେ ପୁଣି ସୁନା ଅଳଙ୍କାର, ନାଁ ଶୁଣିଲା ମାତ୍ରେ ହିଁ ଲୋଭ ସମ୍ଭାଳିବା କଷ୍ଟ ହୋଇଯାଏ। କୁହାଯାଏ ନାରୀମାନେ ହେଉଛନ୍ତି ଅଳଙ୍କାର ପ୍ରେମୀ। ସେମାନେ ଅଳଙ୍କାର ପିନ୍ଧିବାକୁ ଭଲ ପଆନ୍ତି। ଏହା ସତ ମଧ୍ୟ। ନାରୀଟିଏ ବିଭିନ୍ନ ପ୍ରକାର ଅଳଙ୍କାର ପିନ୍ଧି ସଜେଇ