Browsing Category

ଅତିଥି ଲେଖକ

ଲିଭ୍-ଇନ୍ ରିଲେସନ୍‌ଶିପ୍ ର ନିୟମ ଓ ଏହାର ପ୍ରଭାବ

ଆଧୁନିକ ଯୁଗରେ, ସମ୍ପର୍କରେ ରହିବାର ଧାରା ବଦଳିଯାଇଛି। କାର୍ଯ୍ୟରତ ଯୁବକ ଓ ଯୁବତୀମାନେ ବିବାହ କରିବା ପରିବର୍ତ୍ତେ ଲିଭ୍ ଇନ୍ ରିଲେସନ୍‌ଶିପ୍ ରେ ରହିବାକୁ ପସନ୍ଦ କରୁଛନ୍ତି। ବିନା ବିବାହ ଏକାଠି ରହୁଥିବା ଜଣେ ପୁରୁଷ ଏବଂ ମହିଳାଙ୍କ ସମ୍ପର୍କକୁ ଲିଭ-ଇନ୍ ରିଲେସନ୍‌ଶିପ୍ କୁହାଯାଏ। ଏହା…

ଦାୟୀ କିଏ ?

ଥରେ ଜଣେ ବ୍ୟକ୍ତି ଗୋଟିଏ ଭୋଜନାଳୟରେ ମଧ୍ୟାହ୍ନ ଭୋଜନ ପାଇଁ ଖାଇବା ବରାଦ କଲେ l ବ୍ୟକ୍ତି ଜଣକ ତାଙ୍କର ଆବଶ୍ୟକତା ଅନୁଯାୟୀ ଖାଦ୍ୟଗ୍ରହଣ କଲା ପରେ ବଳକା ଖାଦ୍ୟତକ ଥାଳିରେ ଛାଡ଼ି ଯିବାକୁ ଉଦ୍ୟତ ହେଲେ l ହୋଟେଲ ମାଲିକ ଆସି ତାଙ୍କ ରାସ୍ତା ଅବରୋଧ କରି ତାଙ୍କୁ ଥାଳିର ଖାଦ୍ୟ ଶେଷ କରି…

ରଥଯାତ୍ରା ୨୦୨୨ : ନୃତ୍ୟ ପ୍ରେମୀ ଜଗନ୍ନାଥ

ଭକ୍ତ ଓ ଭଗବାନଙ୍କ ମିଳନର ପର୍ବ ରଥଯାତ୍ରା। ଚକ ଓ ପଥ ଦୁହେଁ ଦୁହିଁଙ୍କ ଅପେକ୍ଷାରେ। ରାତିକ ପରେ ଚାଲିବ ଚକ। ହେଲେ ଚକ ଗଡିବା ପୂର୍ବରୁ ରଥ ସମ୍ମୁଖରେ ବିଭିନ୍ନ ପ୍ରକାରର ପାରମ୍ପାରିକ କଳାକୃତି ଯେପରି ଓଡିଶୀ, ଛଉ, ଗୋଟି ପୁଅ ନୃତ୍ୟ ଏବଂ ପଞ୍ଜାବୀ ତରିକାରେ ଚକ୍ର ବୁଲାଇବା ଓ ବିଭିନ୍ନ…

ରଜସ୍ବଳା : ଘୃଣ୍ୟ ନା ପୂଜ୍ୟ !

ରଜସ୍ବଳା ନାରୀ । ଠାକୁର ଘରକୁ ମନା, ରୋଷଶାଳକୁ ମନା। ମୁଣ୍ଡିଆ ମାରିବା ମନା, ପୁରୁଷକୁ ଛୁଇଁବା ମନା। ଅପବିତ୍ର ଓ ଅଛୁଆଁ । ବର୍ତ୍ତମାନର ଜ୍ଞାନକୌଶଳ ଯୁଗରେ ଏସବୁ ବାରଣ ସମାଜରୁ ଲିଭିନି। ଯଦିଓ ସହରାଞ୍ଚଳରେ ଏସବୁକୁ ଅଣଦେଖା କରାଯାଉଛି, କିନ୍ତୁ ଗ୍ରାମାଞ୍ଚଳରେ କଡାକଡି ଥିବା ଦେଖାଯାଏ।…

ଅବହେଳିତ ଶିକ୍ଷକ

ଆମ ଭାରତୀୟ ସଂସ୍କୃତିରେ ଗୁରୁଙ୍କୁ ' ସାକ୍ଷାତ ଈଶ୍ୱର ' ର ରୂପ ବୋଲି କୁହାଯାଇଛି l ଶିଷ୍ୟ ଜୀବନକୁ ଅନୁଶାସନ, ସଂଯମ ଏବଂ ଶିକ୍ଷାର ପୁଟ ଦେଇ, ଉତ୍ତମ ମଣିଷ ଟିଏ ରେ ପରିଣତ କରିବାର ଗୁରୁ ଦାୟିତ୍ୱ ଶିକ୍ଷକଙ୍କ କାନ୍ଧରେ ରହିଥାଏ  l ହେଲେ ଏସବୁ କିଛି ଦଶନ୍ଧି ପୂର୍ବେ ସମ୍ଭବ ହେଉଥିଲା l…

କାଲିଂପଙ୍ଗ ର ଅନୁଭୂତି…

ଆମେ ପାହାଡି ମାନେ ଭାରି ସ୍ବାଭିମାନୀ,ବାହାରୁ ଟାଣୁଆ କିନ୍ତୁ ଭାରି ନରମ ହୃଦୟ ର ମଣିଷ ଆଉ ଭାରି ଯତ୍ନଶୀଳ ବି ।ଠିକ୍ ସ୍ବାଭିମାନ ଥିବା ସମ୍ବେଦନଶୀଳ ନମ୍ର ମନଟେ ପରି।ନଡିଆ ଫଳ କେମିତି, ଉପରୁ ପୁରା ଟାଣ ଆଉ ଭିତରେ ପାଣିଠୁ ଖାଦ୍ଯ ଯାଏ ସବୁ ଭରିଥାନ୍ତି ଈଶ୍ବର ।ଠିକ୍ ସେମିତି । କଥା

ମାତୃ ପିତୃ ଦେବ ଭବ…

ହିନ୍ଦୁ ଧର୍ମର ମହାନ୍ ଶାସ୍ତ୍ର ତୈତରୀୟ ଉପନିଷଦ୍ର ରେ ପିତାମାତାଙ୍କ ମହତ୍ତ୍ୱକୁ ବର୍ଣ୍ଣନା କରିବାକୁ ଯାଇ ଲେଖାଯାଇଛିମାତୃ ଦେବ ଭବପିତୃ ଦେବ ଭବଆଚାର୍ଯ୍ୟ ଦେବ ଭବଅତିଥି ଦେବ ଭବମନୁଷ୍ୟ ଜୀବନରେ ମାତା ପିତାଙ୍କ ସ୍ଥାନ ଏତେ ଉଚ୍ଚରେ ଥାଏ ଯେ ସେମାନେ ଭଗବାନ୍ ଙ୍କ ସହ ସମାନ

ଶ୍ରୀ ଜଗନ୍ନାଥଙ୍କର ସମ୍ପତ୍ତି ଓ ଓଡ଼ିଶାର ଭବିଷ୍ୟତ..

ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କର ସମ୍ପତ୍ତି ଓ ଓଡ଼ିଶାର ଭବିଷ୍ୟତ।ପ୍ରଭୁ ଶ୍ରୀ ଜଗନ୍ନାଥ ଓଡ଼ିଶାର ଆରାଧ୍ୟ ଦେଵତା।ବିଶ୍ୱ ପ୍ରସିଦ୍ଧ। ସେହି ମହାମହାପ୍ରଭୁଙ୍କୁ ଆଶ୍ରା କରି ଗଢି ଉଠିଥିଲା ଅନେକ ମଠ ଓ ଆଶ୍ରମ।କାଳକ୍ରମେ ଅନେକ ଧର୍ମପ୍ରାଣ ଵଦାନ୍ୟ ବ୍ୟକ୍ତି ଙ୍କର ଵଦାନ୍ୟତାରେ ମନ୍ଦିର ,ମଠ ଓ ଆଶ୍ରମ

୨୪ ଏପ୍ରିଲ: ଅମରତ୍ୱ ଦିଗରେ ଶ୍ରୀ ମା ଙ୍କ ଯାତ୍ରା

ଫ୍ରାନ୍ସର ପ୍ୟାରିସ ସହରରେ ଜନ୍ମଲାଭ କରିଥିବା ମୀରା ଆଲ୍ଫସା ଖୁବ୍ ପିଲା ବେଳୁ ଏକ ସ୍ବପ୍ନକୁ ବାରମ୍ବାର ଦେଖି ଆସୁଥିଲେ ଯାହା ଥିଲା ଖୁବ୍ ତାତ୍ପର୍ଯ୍ୟ ପୂର୍ଣ୍ଣ।ସ୍ୱପ୍ନଟି ଥିଲା ଏହିପରି _ବିରାଟ ଏକ ସୁନାର ଗାଉନ ପିନ୍ଧି ସେ ପୃଥିବୀ ର ଖୁବ୍ ଉପରକୁ ଉଠି ଯାଉଛନ୍ତି ଏବଂ ଗାଉନ ଟି ଦୂରକୁ

ବିବାହ ପୂର୍ବର ସମ୍ପର୍କ….

ଆଜିକୁ ଠିକ ସାତଦିନ ରହିଲା ।ଦିନ ପାଖେଇ ଆସୁଛି । ସବୁ କିଣା କିଣି ବି ସରିଛି । ନିର୍ବନ୍ଧ କାମଟା ସରିଗଲେ ବାହାଘର ପାଇଁ ପୁଣି ଅଣ୍ଟା ଭିଡ଼ିବାକୁ ହେବ ।ଗୋଟିଏ ବୋଲି ଭାଇର ବାହାଘର । ଘରର  ଶେଷ ମାଙ୍ଗଳିକ କାମ । ହେଲେ ସେଦିନ ରାତି ପ୍ରାୟ ଦଶଟା ହେବ । ଗୋଟେ ଅଜଣା ଫୋନ ନମ୍ବରରୁ, ଘର