Browsing Category

କ୍ଷୁଦ୍ରଗଳ୍ପ

ଏମିତି ଏକ ଗାଁ, ଯେଉଁଠି ନାହାଁନ୍ତି କେହି ଜଣେ ବି ପୁରୁଷ ! ଟଙ୍କା ଦେଲେ ବି ଯୁବତୀଙ୍କୁ ମିଳେନି ଜୀବନସାଥୀ

ଦୁନିଆରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ଜଣେ ହେଲେ ବି ପୁରୁଷ ନାହାଁନ୍ତି। କେବଳ ସେତିକି ନୁହେଁ, ସେଠାକାର ଯୁବତୀମାନଙ୍କୁ ବିବାହ ପାଇଁ ମଧ୍ୟ ପୁଅ ମିଳେ ନାହିଁ । ସେହି ଗାଁରେ ଅନେକ ସୁନ୍ଦର ଯୁବତୀ ଅଛନ୍ତି କିନ୍ତୁ ସେମାନଙ୍କୁ ମନପସନ୍ଦୀୟ ଜୀବନସାଥୀ ମିଳିବା ଦୂର କଥା ବିବାହ ପାଇଁ ପୁଅ…

ଭଗବାନ କୃଷ୍ଣ ରାଧା ଓ ବଂଶୀଠାରୁ କେବେ ଅଲଗା ହେଲେ… ଜାଣନ୍ତୁ ତାଙ୍କ ଜୀବନର ରହସ୍ୟ

ରାଧା-କୃଷ୍ଣଙ୍କ ପ୍ରେମ ଅମର । ଆଜି ବି ପ୍ରେମ ବିଷୟରେ ଚର୍ଚ୍ଚା ହେଲେ, ରାଧା-କୃଷ୍ଣଙ୍କ ନାମ ଶୀର୍ଷରେ ନିଆଯାଏ। ଶତାବ୍ଦୀ ଧରି, ପିଢୀ ପରେ ପିଢୀ ଏହି କାହାଣୀ ଶୁଣିବାକୁ ମିଳେ ଯେ କେବଳ ଦୁଇଟି ଜିନିଷ ଯଥା ବଂଶୀ ଏବଂ ରାଧା ପ୍ରତି ଶ୍ରୀକୃଷ୍ଣଙ୍କ ଦୁର୍ବଳତା ଥିଲା । ଏହି ଦୁଇ ଜଣ ତାଙ୍କର…

ଉଆଁସୀ କନ୍ୟା

ରାତି ଦୁଇଟା ହେବ । ମୋବାଇଲର ଶବ୍ଦରେ ସୋନାଲିର ନିଦ ଭାଙ୍ଗିଗଲା । ଆଖି ମଳି ମଳି ଦେଖିଲା , ଅଜଣା ନମ୍ବର ।ଚାରି ଚାରିଟି ମିସ କଲ ।ଜରୁରୀ ନହୋଇଥିଲେ କେହି ଏତେ ରାତିରେ ଏମିତି ଫୋନ କରିନଥାନ୍ତା । ସୋନାଲିର ଭାବନାରେ ପୁର୍ଣଛେଦ ପକାଇ ପଞ୍ଚମ ଥର ପାଇଁ ମୋବାଇଲଟି ବାଜି ଉଠିଲା । ସେପଟୁ ଜଣେ

ନାରୀ…

ନାରାୟଣ ନାରାୟଣ କହି ଦେବର୍ଷି ନାରଦ ମାନସରୋବରରେ ପହଞ୍ଚିଲେ। ପ୍ରଭୁ ବିଷ୍ଣୁ ଅନନ୍ତ ଶୟନରେ ଥାନ୍ତି ।ନାରଦଙ୍କ ମୁହଁରୁ ଜଣା ପଡୁଥିଲା ସେ ଟିକେ ଖୁବ୍ଧ ଥିଲେ ।ପ୍ରଭୁ ବିଷ୍ଣୁ ପଚାରିଲେ ଦେବର୍ଷି, “ଏ ଅଶାନ୍ତିର କାରଣ କଣ ?" ଦେବର୍ଷି ଟିକେ ରହି କହିଲେ ପ୍ରଭୁ " ପୁରୁଷ ପ୍ରଧାନ ସମାଜରେ